Natakara Biswarupa (Paperback)

Natakara Biswarupa By Sanghamitra Mishra Cover Image
$14.00
Not On Our Shelves - Available to Order

Description


'ନାଟକର ବିଶ୍ୱରୂପ' ସଂଘମିତ୍ରା ମିଶ୍ରଙ୍କର ନାଟକ ସମାଲୋଚନା ପୁସ୍ତକ । ୨୦ଟି ପ୍ରବନ୍ଧ ନେଇ ଏହାର ପ୍ରାଣ ପ୍ରତିଷ୍ଠା । ସଂଘମିତ୍ରା ମିଶ୍ର ନାଟକ ତଥା ନାଟ୍ୟସମାଲୋଚନା କ୍ଷେତ୍ରରେ ଏକ ଉଜ୍ୱଳ ଉଦାହରଣ । ତାଙ୍କର ଦୀର୍ଘ କାଳର ନାଟକପଠନ, ଦର୍ଶନ, ଗବେଷଣା ଓ ପାଠ୍ୟଦାନ ତଥା ପିଏଚ୍]ଡି ଗବେଷଣାର ଦିଗ୍]ଦର୍ଶନ ତାଙ୍କୁ ନାଟକକୁ ଭିନେ ବାଗରେ ଦେଖିବାର ଆଗ୍ରହ ଦେଇଛି । ନାଟକ ସହିତ ଏକାତ୍ମ ହେବାର ଅନୁଭବ ନେଇ ରଚିତ ଏହି ପ୍ରବନ୍ଧଗୁଡ଼ିକ ଆଗ୍ରହୀ ପାଠକଙ୍କର ପ୍ରତ୍ୟାଶା ଅବଶ୍ୟ ପୂରଣ କରିବ ଏହି ଆଶା ଆମେ ରଖିଛୁ ।

Product Details
ISBN: 9781645600893
ISBN-10: 1645600890
Publisher: Black Eagle Books
Publication Date: November 21st, 2022
Pages: 194
Language: Oriya